ଶ୍ରୀମନ୍ଦିର ଭିତରେ ସେବକଙ୍କ ମଧ୍ୟରେ ମାରପିଟ୍

Puri: ଶ୍ରୀମନ୍ଦିର ଭିତରେ ସେବକଙ୍କ ମଧ୍ୟରେ ମାରପିଟ୍ । ସେବକ ପରିବାର ମଧ୍ୟରେ ମାରପିଟରେ ଜଣେ ଆହତ ହୋଇଥିବା ନେଇ ସୂଚନା ରହିଛି । ତେବେ ଉଭୟ ମୁଖପଖାଳ ସେବକ । ବେହରଣ ଦ୍ୱାର ନିକଟରେ ପାଦୁକ ବଣ୍ଟାକୁ ନେଇ ଉଭୟ ସେବକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ହେଲେ ପରେ ମାଡପିଟି ଆରମ୍ଭ ହୋଇଥିଲା ।

shreemandir

ଆକ୍ରମଣରେ ଜଣେ ବୟସ୍କ ସେବକ ଆହତ ହୋଇଛନ୍ତି । ତେବେ ଏହି ମାମଲାକୁ ନେଇ ସିଂହଦ୍ୱାରା ଥାନା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ପବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସେହିପରି ଥାନାକୁ ଆସିବା ପରେ ମଧ୍ୟ ଦୁଇ ସେବକଙ୍କ ମଧ୍ୟ ଝଗଡ଼ା ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+