ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ଅନୁଭବ, ଜାଣନ୍ତୁ କାରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କଲେ ବିଜେପି ନେତା ଅନୁଭବ ମହାନ୍ତି । ଅନୁମତି ନଥିବା ଗାଡିରେ ଇଭିଏମ୍ ନିଆଯାଉଥିବା ଘଟଣାକୁ ନେଇ ଟ୍ୱିଟ୍ କରି ଚିନ୍ତା ପ୍ରକାଶ କରିଥିଲେ ଅଭିନେତା ତଥା ବିଜେପିରେ ନିକଟରେ ଯୋଗଦେଇଥିବା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ।

anubhab Mohanty

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ୍ କରି ଏଭଳି ଘଟଣା ଉପରେ ଦୃଷ୍ଟି ଦେବାକୁ ନିବେଦନ କରିଥିଲେ ଅନୁଭବ । ବଡ କଥା ହେଲା ଯେଉଁ ବିଧାନସଭା ଆସନରେ ଏଭଳି ତ୍ରୁଟିର ଖବର ଆସିଥିଲା, ସେଠାରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଅନୁଭବଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+