ବର୍ଷକର ଝିଅକୁ ଜାଳିଦେଲା ବାପା, କାରଣ ଖୋଜୁଛି ପୋଲିସ

କୁନି ଝିଅକୁ ପୋଡ଼ି ଦେଇଛି ବାପା । ନିଆଁରେ ଜଳି ବର୍ଷକର ଝିଅର ମୃତ୍ୟୁ ହୋଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛି ୪ ବର୍ଷର ପୁଅ ।

ବାଲିମି ଥାନା ବାରସିଙ୍ଗା ମୁଣ୍ଡା ସାହିରେ ଘଟିଯାଇଛି ଏ ପ୍ରକାର ଅଭାବନୀୟ ଘଟଣା ।
ସ୍ତ୍ରୀ ଓ ମା'ଙ୍କୁ ମାଡ଼ ମାରି ଘରୁ ବାହାର କରିବା ପରେ ଘରେ ନିଆଁ ଲଗେଇ ଦେଇଥିଲା ନିଶାଶକ୍ତ ବାପା ।

Father sets daughter on fire

ଘଟଣାର ସୂଚନା ପାଇ ଅଭିଯୁକ୍ତ ବାପାକୁ ବାକୁ କରି ପୋଲିସ ଘଟଣାର ଛାନଭିନ ଚଳାଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+