କିଟ୍ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା
କିଟ୍ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା । କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କଲେ । କର୍ତ୍ତୃପକ୍ଷଙ୍କ ଉପରେ କ୍ଷୋଭ ସହ ମ୍ୟାନେଜମେଣ୍ଟ ଅବହେଳାକୁ ଦାୟୀ କଲେ । ପିଲାକୁ ତାଙ୍କ ଦାୟିତ୍ବରେ ଛଡ଼ା ଯାଇଥିଲା, ଅବହେଳାରୁ ମୃତ୍ୟୁ ହୋଇଛି' ।

କୌଣସି ଅଘଟଣ ଘଟିଛି, ଆତ୍ମହତ୍ୟା କରିନି- ମୃତ ଛାତ୍ରଙ୍କ ବାପା । ହଷ୍ଟେଲ ୱାଡେନଙ୍କ କଥା ଓ ଘଟଣାବଳୀ ମଧ୍ୟରେ ତାଳମେଳ ରହୁନି' । ଏଭଳି ଅବହେଳା କଲେ ପଶ୍ଚିମବଙ୍ଗରୁ ଆଉ କେହି କିଟ୍ ଆସିବେ ନାହିଁ' । ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ସତ୍ୟାସତ୍ୟ ବାହାର କରାଯାଉ' । ମୃତ ଛାତ୍ରଙ୍କ ବାପାଙ୍କ ଅଭିଯୋଗ ନେଇ କିଟ୍ର ପ୍ରତିକ୍ରିୟା ମିଳିପାରିନି ।












Click it and Unblock the Notifications