ମର୍ମନ୍ତୁଦ ସଡକ ଦୁର୍ଘଟଣା; ଟ୍ୟାଙ୍କର ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ

କେନ୍ଦ୍ରାପଡାର ଚଣ୍ଡିଖୋଲ-ପାରାଦୀପ ରାସ୍ତାର ଅଳାବାଙ୍କଛକଠାରେ ୫୩ ନମ୍ଵର୍ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ଆରୋହୀଙ୍କୁ ଟ୍ୟାଙ୍କର ଧକ୍କାଦେଇଥିଲା । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି ।

accident

ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି। ଜଣେ ମୃତକ ହେଲେ ଭବାନୀ ପ୍ରସାଦ ମହାପାତ୍ର। ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ।
ସୂଚନା ଅନୁସାରେ, ଚଣ୍ଡିଖୋଲ ଆଡୁ ପାରାଦୀପ ଦିଗରେ ଯାଉଥିବା ଦୁଇ ବାଇକ୍ ଆରୋହୀଙ୍କୁ ପଛପଟୁ ଆସୁଥିବା ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଟ୍ୟାଙ୍କର ଧକ୍କା ଦେବାପରେ ଉଭୟ ବାଇକ ଚାଳକ ଛିଟିକି ପଡିଥିଲେ ଏବଂ ବାଇକ୍ଟ୍ୟାଙ୍କର ତଳେ ରହିଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା।

ବାଇକ୍‌ ନୂଆ ହୋଇଥିବାରୁ ସେଥିରେ ନମ୍ଵର୍ ଲେଖା ଯାଇନାହିଁ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+