ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା କନେଷ୍ଟବଳଙ୍କୁ ଚାପି ଦେଇଛି ଟ୍ରକ୍। nbsp;ଏହାଫଳରେ ଘଟଣାସ୍ଥଳରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ସୁରୁଜା ମୁଣ୍ଡା।