ଭୟଙ୍କର ସଡ଼କ ଦୁର୍ଘଟଣା ; ୪ ଜଣଙ୍କ ଉପରେ ମାଡ଼ିଗଲା ମାଲବାହୀ ଟ୍ରକ

କୋରାପୁଟ ଜିଲ୍ଲା ଜୟପୁରସଦର ଥାନା ଅନ୍ତର୍ଗତ ଏନ୍ଏଚ୍ ୨୬ ଜବାକନାଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ବାଇକରେ ୪ ଜଣ ଯୁବକ ଯାଉଥିବାବେଳେ ମାଡ଼ିଗଲା ମାଲବାହୀ ଟ୍ରକ୍। ଟ୍ରକ୍ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତମାନଙ୍କର ପରିଚୟ ମିଳିନାହିଁ। ମୃତକମାନେ ହେଲେ ବୋଇପରିଗୁଡ଼ା ବ୍ଲକ ବିଚଲକଟା କଲୋନୀର ଧୋବା ପରଜା, ଘାସି ପରଜା, ନକିଆ ପରଜା ଓ ବୁଟି ପରଜା।

accident

ଆଜି ସକାଳେ ପ୍ରତିଦିନ ଭଳି ଆଜି ବି ଦିନ ମଜୁରିଆ ଭାବେ କାମ କରିବା ପାଇଁ ୪ଜଣ ଯୁବକ ବାଇକ୍ ଯୋଗେ ଯାଉଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରକଟି ଦ୍ରୁତ ଗତିରେ ଆସି ୪ ଜଣଙ୍କୁ ଧକ୍କା ଦେଇଥିଲା। ୪ଜଣ ବାଇକରୁ ଛିଟିକି ତଳେ ପଡ଼ିଯାଇଥିଲେ। ପରେ ଟ୍ରକଟି ସେମାନଙ୍କ ଉପରେ ଚଢ଼ିଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+