ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୨ ନାବାଳକ ମୃତ
ସ୍କୁଟରକୁ ଏକ ଟ୍ରକ୍ ଧକ୍କା ଦେବାକୁ ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି । ଲହୁଣିପଡା ରଜାମୁଣ୍ଡା ବାଇପାସ୍ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏଥିରେ ୨ ଜଣ ନାବାଳିକାଙ୍କ ମୃତ୍ୟୁ ହେବା ସହ ଜଣେ ଯୁବକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

୨ ନାବାଳିକାଙ୍କ ବୟସ ଯଥାକ୍ରମେ ୮ ବର୍ଷ ଓ ୧୨ ବର୍ଷ । ଉଭୟ ଗୋଟିଏ ପରିବାରର ବୋଲି ଜଣାପଡିଛି ।












Click it and Unblock the Notifications