ଚାଷୀଙ୍କୁ ମିଳିଲା ପ୍ରଥମ ପର୍ଯ୍ୟାୟ କ୍ଷତିପୂରଣ ରାଶି

Odisha News: ଅଦିନିଆ ବର୍ଷା ଯୋଗୁଁ ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଥିଲା । ଯାହା ପରେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ସରକାର ଘୋଷଣା କରିଥିଲେ । ବର୍ତ୍ତମାନ ପୁରୀ ଜିଲ୍ଲାରେ ଲଘୁଚାପ ବର୍ଷା ଯୋଗୁଁ କ୍ଷତି ହୋଇଥିବା ଚାଷୀଙ୍କୁ ମିଳିଲା ପ୍ରଥମ ପର୍ଯ୍ୟାୟ ବୀମା ଟଙ୍କା । ଜିଲ୍ଲାରେ ୧ ଲକ୍ଷ ୨୩ ହଜାର କ୍ଷତିପୂରଣ ରହିଛି ଫସଲ ବୀମା । ଯାହା ମଧ୍ୟରୁ ୫୬ ହଜାର ଚାଷୀ କ୍ଷତିପୂରଣ ଟଙ୍କା ନେଇ ଅନଲାଇନରେ ଅବେଦନ କରିଥିଲେ ।

Odisha News

ପ୍ରଥମ ପର୍ଯ୍ୟାରେ ୧୬ ହଜାର ୯୫ ଚାଷୀଙ୍କୁ ୨୫ ପ୍ରତିଶତ ହିସାବରେ କ୍ଷତିପୂରଣ ମିଳିଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ଦାସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+