ବଜ୍ରପାତ ନେଲା ଚାଷୀଙ୍କ ଜୀବନ

ମୟୂରଭଞ୍ଜ : ବଜ୍ରପାତରେ ଗଲା ଜଣଙ୍କ ଜୀବନ । ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳରେ ମଙ୍ଗଳବାର ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଘଟିଛି । ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଥବବା ସୂଚନା ମିଳିଛି । ସୁଚନାନୁସାରେ ମଙ୍ଗଳବାର ଅପରାହ୍ନରେ ମୋରଡା ବ୍ଲକ ଅଧୀନ ହଳଦୀପାଳ ପଞ୍ଚାୟତର ଅସ୍ତିଆ ଗ୍ରାମର କାଳିଚରଣ ସୋରେନ ବିଲ ରେ କାମ ସାରି ଘରକୁ ଫେରୁଥିଲେ ।

farmer Died In Lightning Strike

ସେତିକିବେଳେ ବଜ୍ରପାତ ଘଟି କାଳିଚରଣ ଗୁରୁତର ହୋଇଥିଲେ । ତାଙ୍କୁ ଉଦ୍ଧାର କରି ବାରମାଇଲସ୍ଥିତ କିଷାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ସେହି ବ୍ଲକ ଅଧୀନ ମାଳିହତା ଗ୍ରାମର ଗଣିଆ ସିଂ, ବାବୁଲା ସିଂ ଓ଼ ପାଞ୍ଚଗୁଛିଆ ଗ୍ରାମର ରଞ୍ଜନ ସିଂ ବଜ୍ରପାତରେ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+