ଆଜି ବସିବ ଚାଷ କ୍ଷୟକ୍ଷତି ଆକଳନ ବୈଠକ

Odisha News: ଆଜି ବସିବ ଚାଷ କ୍ଷୟକ୍ଷତି ଆକଳନ ବୈଠକ । ଲୋକସେବା ଭବନରେ ଅପରାହ୍ନ ୧ ଟାରେ ବୈଠକ ବସିବା ନେଇ ସୂଚନା ରହିଛି । ଏହି ବୈଠକରେ ରାଜସ୍ୱ, କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ଓ ଅଧିକାରୀ ରହିବେ । ଯେଉଁଥିରେ ଅଦିନିଆ ବର୍ଷାରେ ଚାଷ କ୍ଷୟକ୍ଷତିର ଆକଳନ ଓ ସମାଧାନ ନେଇ ଆଲୋଚନା ହେବ ।

Odisha News

ତେବେ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତାର କାରଣ ସାଜିଛି । ବର୍ଷା ପାଇଁ କେଉଁଠି ଧାନରେ ଗଜା ହେଲାଣି ତ କେଉଁଠି ଧାନ ସଢି ଗଲାଣି । ଅନ୍ୟପକ୍ଷରେ ଯେଉଁ ଚାଷୀ ମାନେ ଫସଲ ବିମା କରିଛନ୍ତି ସେମାନେ ୧୪୪୭ ନମ୍ବରରେ ନିଜର କ୍ଷୟ କ୍ଷତି ବିଷୟରେ ଜଣାଇବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ବର୍ତ୍ତମାନ ଯେଉଁ ମାନେ ପଞ୍ଜୀକରଣ କରିଛନ୍ତି ସେନେଇ ତଦନ୍ତ ଜାରି ରହିଛି । ଏହାସହ ଚାଷୀ ମାନଙ୍କର ବ୍ୟାଙ୍କ ଖାତା, ଜମି ପଟା ସହିତ ଆଧାର କାର୍ଡ ମଧ୍ୟ ମଗାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+