ଘରେ ଶୋଇଥିବା ବେଳେ ଫ୍ୟାନ୍‌ରେ ଲାଗିଲା ନିଆଁ, ବୃଦ୍ଧ ଦମ୍ପତ୍ତିଙ୍କ ମୃତ୍ୟୁ

ଘରେ ଶୋଇଥିବା ବେଳେ ଫ୍ୟାନ୍‌ରେ ଲାଗିଲା ନିଆଁ । ଶ୍ବାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି ।

ଅନୁଗୋଳ: ଘରେ ଶୋଇଥିବା ବେଳେ ଫ୍ୟାନ୍‌ରେ ଲାଗିଲା ନିଆଁ । ଶ୍ବାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗାଁରେ ।

Old Couple Dead

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗାଁରେ ଶ୍ବାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି । ଗୁରୁବାର ରାତିରେ ଘରେ ଶୋଇଥିବା ବେଳେ ସର୍ଟ ସର୍କିଟ୍‌ରୁ ନିଆଁ ଫ୍ୟାନ୍ ଫ୍ୟାନ୍‌ରେ ନିଆଁ ଲାଗିଯାଇଥିଲା । ଫଳରେ ଘରସାରା ଧୂଆଁ ଭର୍ତ୍ତି ହୋଇଯାଇଥିଲା । ସେହି ଧୂଆଁରେ ଶ୍ବାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ସ୍ବାମୀ ଦୁଃଖବନ୍ଧୁ ସାହୁ ଏବଂ ସ୍ତ୍ରୀ ପାଞ୍ଚାଳି ସାହୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+