ଏପ୍ରିଲ ୩ରୁ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା, ସ୍ଥାପନ ହେଲା ଶୁଭଖୁଣ୍ଟି

ଏପ୍ରିଲ ୩ ତାରିଖରୁ ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରା । ମଧ୍ୟରାତ୍ରୀରେ ସ୍ଥାପନ ହେଲା ଶୁଭଖୁଣ୍ଟି । ପୂଜାର୍ଚ୍ଚନା ପରେ ଦେଶୀବେହେରା ପରିବାର ଓ ସହରବାସୀଙ୍କ ବାଦ୍ୟବାଜଣାର ତାଳେ ତାଳେ ଦେଶୀବେହେରା ସାହିରୁ ବାହାରି ବୁଢୀ ଠାକୁରାଣୀ ମନ୍ଦିରକୁ ବିଜେ କରିଛନ୍ତି । ଦେଶୀବେହେରା ସାହିରେ ଅସ୍ଥାୟୀ ପୀଠରେ ମା ବୁଢୀ ଠାକୁରାଣୀ ପୂଜା ପାଇବେ ।

Budhi Thakurani

ଆସନ୍ତା ଏପ୍ରିଲ ମାସ ୩ ତାରିଖରୁ ୨୮ ତାରିଖ ଯାଏଁ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି। ପ୍ରଶାସନ ଏହା ଉପରେ ମୋହର ମାରିବ । ଦୁଇବର୍ଷରେ ଥରେ ବ୍ରହ୍ମପୁରରେ ବୁଢୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ଯାତ୍ରାରେ ନିଜକୁ ସାମିଲ କରିଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+