ବଜାରରେ ମିଳୁଛି ନକଲି ମେଡିସିନ୍: ଗୃହରେ ତଥ୍ୟ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ବଜାରରେ ମିଳୁଛି ନକଲି ମେଡିସିନ୍ ଗୃହରେ ତଥ୍ୟ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଗତ ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି, ୩୮୮ଟି ନିମ୍ନମାନର ମେଡିସିନ୍। ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ କଲେଣି ସରକାର। ୨୦୨୧ ରେ ୭୯ ଓ ୨୦୨୨ ରେ ୬୪ଟି ନକଲି ମେଡିସିନ୍ ଚିହ୍ନଟ । ୨୦୨୩ ରେ ୧୪ ଓ ୨୦୨୪ ରେ ୧୧ଟି ନକଲି ମେଡିସିନ୍ ଚିହ୍ନଟ ।

mukesh muhaling
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+