ବିଧାନସଭାରେ ଉଠିଲା ଜାଲ୍ ସାର୍ଟିଫିକେଟ ପ୍ରସଙ୍ଗ: କଂଗ୍ରେସ ବିଧାୟକ କହିଲେ, ଶାସକ ଦଳ ନେତାଙ୍କର ରହିଛି ସମ୍ପୃକ୍ତି

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଜାଲ୍ ସାର୍ଟିଫିକେଟ ପ୍ରସଙ୍ଗ । ବଲାଙ୍ଗୀର କଣ୍ଟାବାଞ୍ଝି ବିଧାୟକ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛି । ଶାସକ ଦଳର ବିଧାୟକଙ୍କର ଏହି ରାକେଟରେ ସମ୍ପୃକ୍ତି ରହିଥିବା ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି । ଫେକ୍ ସାର୍ଟିଫିକେଟ ରାକେଟ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଛି ବୋଲି ବିଧାୟକ ଦାବି କରିଛନ୍ତି ।
ସାଲୁଜା କହିଛନ୍ତି ଯେ, ବଲାଙ୍ଗିରରେ ନକଲି ସାର୍ଟିଫିକେଟ୍ ରାକେଟ୍ ଚାଲିଛି । ମନୋଜ ମିଶ୍ର ଓ ଅଶୋକ ଉଦଗୋତାଙ୍କ ସମେତ ୧୯ଜଣ ଗିରଫ ହୋଇଛନ୍ତି । ସହସ୍ରାଧିକ ଛାତ୍ରଛାତ୍ରୀଙ୍କୁ ନକଲି ସାର୍ଟିଫିକେଟ୍ ଦେଇଛନ୍ତି । ସେହି ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ ଚାକିରି କରୁଛନ୍ତି । ବିଭିନ୍ନ ଜିଲ୍ଲାରେ ରାକେଟ୍ ଚାଲିଛି ଏବଂ ଏଥିରେ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି । ବିଜେଡି ଆଇଟି ସେଲର ସଦସ୍ୟ ଗିରଫ ହୋଇଛନ୍ତି । ଏନଏସଏରେ ବୁକ ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ।
ମନୋଜଙ୍କ କୋଚିଂ ସେଣ୍ଟର ହିଁ ନକଲି ସାର୍ଟିଫିକେଟ୍ ତିଆରିର ମୁଖ୍ୟ କେନ୍ଦ୍ର ଥିଲା । ଗୋଟିଏ କି ଦୁଇଟି ଅନୁଷ୍ଠାନ ନୁହେଁ ସାରା ଦେଶର ନାମୀଦାମୀ ୪୦ଟି ବିଶ୍ୱବିଦ୍ୟାଳୟର ନକଲି ସାର୍ଟିଫିକେଟ୍ ପ୍ରସ୍ତୁତ ହେଉଥିଲା । ଏହି ସାର୍ଟିଫିକେଟ୍ ଲକ୍ଷ ଲକ୍ଷ ଟଙ୍କାରେ ଚକିରି ଆଶାୟୀ ମାନଙ୍କୁ ବିକ୍ରି ହେଉଥିଲା । ଦେଶବ୍ୟପାୀ ଏହି ଚେର ଲମ୍ବିଥିବା ଜଣାପଡ଼ିବା ପରେ ଏକ ପୋଲିସ ଟିମ୍ ରାଜ୍ୟ ବାହାରକୁ ଅଧିକ ତଦନ୍ତ ପାଇଁ ଯିବାକୁ ପ୍ରସ୍ତୁତ ହେଉଛି । ଚଢାଉ ବେଳେ କୋଚିଂ ସେଂଟରରୁ ପ୍ରାୟ ହଜାରେ ନକଲି ସାର୍ଟିଫିକେଟ୍ ଜବତ ହୋଇଛି । ଏକ ଡାରୀ ମଧ୍ୟ ମିଳିଛି, ଏଥିରେ ଲମ୍ବା ତାଲିକା ରହିଥିବା ଜଣାପଡ଼ିଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ










Click it and Unblock the Notifications