ବଢ଼ିଲା BSKY କାର୍ଡର ଆବେଦନ ଅବଧି

ଭୁବନେଶ୍ବର: ଆସିଲା ବଡ ଖବର । ଫେବ୍ରୁଆରୀ ୮ତାରିଖ ଯାଏଁ ବଢିଲା ବଢିଲା BSKY ନବୀନ କାର୍ଡ ଆବେଦନ ଅବଧି । ଜାନୁଆରୀ ୨୬ରେ ଏହି ଅବଧି ସରୁଥିଲା । ସବୁ ଯୋଗ୍ଯ ହିତାଧିକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ଯ ରଖାଯାଇଛି । ସ୍ବାସ୍ଥ୍ଯ ସଚିବଙ୍କ ନିର୍ଦ୍ଦେଶ ପରେ ଆଜି ଅପରାହ୍ନରୁ ଲାଗୁ ହୋଇଛି ।ପଞ୍ଚାୟତସ୍ତରରେ ତ୍ବରାନ୍ବିତ କରିବାକୁ ସଚିବଙ୍କ ନିର୍ଦ୍ଦେଶ ।

BSKY

BSKY ନବୀନ କାର୍ଡ ଆବେଦନ ଅବଧି ଦ୍ବିତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଥରେ ଆବେଦନ ତାରିଖ ବୃଦ୍ଧି କରାଯାଇଥିଲା। ଜାନୁଆରୀ ୬ ତାରିଖରୁ BSKY ନବୀନ କାର୍ଡ ଲାଗି ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ କରାଯାଇ ଜାନୁୟାରୀ ୧୬ ତାରିଖରେ ଶେଷ ହେବାର ଥିଲା।

କିନ୍ତୁ ଏହାପରେ ପୁଣି ଏହି ଅବଧି ବୃଦ୍ଧି କରାଯାଇ ଜାନୁଆରୀ ୨୬ ତାରିଖ ଯାଏଁ ରଖାଯାଇଥିଲା। ତେବେ ଆଜି ପୁଣି ଥରେ BSKY ନବୀନ କାର୍ଡ ଆବେଦନ ତାରିଖକୁ ବୃଦ୍ଧି କରାଯାଇ ଫେବ୍ରୁଆରୀ ୮ତାରିଖ ରଖାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+