ରାଜ୍ୟରେ ଭାଙ୍ଗିଯିବ ବିଜେଡି ଓ କଂଗ୍ରେସ, ବିଜେପି ନେତାଙ୍କ ବିସ୍ଫୋରକ ବୟାନ

ବିଜେଡି ଏବଂ କଂଗ୍ରେସ ଶେଷ ହୋଇଯିବ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ବିଜେଡ଼ିରେ ଧାଁଦୌଡ଼ ଲାଗିଛି । ସେମାନେ ବିଜେପିକୁ ଆସିବାକୁ ଚାହୁଁଛନ୍ତି ।

Vijay Pal Sing

ପାର୍ଟି ଭାଙ୍ଗି ଆମ ସହିତ ଆସିବାକୁ ଚାହୁଁଛନ୍ତି । ଆମେ ତାଙ୍କୁ ସିମ୍ପାଥି ଦେବାକୁ ଚାହୁଁନାହୁଁ । ଦୁଇ ଜଣ ସାଂସଦ ଆସିଛନ୍ତି ଆଉ ଅନେକ ଆମ ସହିତ ସମ୍ପର୍କ କରୁଛନ୍ତି । ବିଜେଡ଼ିର ଅନେକ ବିଧାୟକ ବିଜେପିକୁ ଆସିବାକୁ ଆମ ସହ ଯୋଗାଯୋଗରେ ଅଛନ୍ତି କିନ୍ତୁ ଆମେ ଏବେ ସେମାନଙ୍କୁ ନେବାକୁ ଚାହୁଁନାହୁଁ । ଆମେ ସ୍ପଷ୍ଟ ବହୁମତ ସହିତ ଅଛୁ ତେଣୁ ଆମେ ସେମାନଙ୍କୁ ଆଣିବାକୁ ଚାହୁଁନାହୁଁ ବୋଲି କହିଛନ୍ତି ତୋମାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+