ରାଉରକେଲା ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍‌ ଘଟଣା; ୧୧ ଜଣଙ୍କ ନାଁରେ ମାମଲା ରୁଜୁ

ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ ଲୁଟ୍ ଘଟଣାରେ ଚାର୍ଜସିଟ୍ ଦାଖଲ କଲା NIA । ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA I ରାଉରକେଲାରେ ଏକ ପଥର ଖଣିକୁ ବିସ୍ଫୋରକ ନେବା ଆଣିବା ବେଳେ, CPI ମାଓଇଷ୍ଟ ଟେରର ଅର୍ଗନାଇଜେସନର ସଦସ୍ୟ ମାନେ ଏହାକୁ ଲୁଟ୍ କରିଥିବା ଚାର୍ଜସି ଉଲ୍ଲେଖ କରାଯାଇଛି I

Rourkela Banko stone quarry

ତେବେ ତଦନ୍ତ ବେଳେ, ଜଣାପଡିଛି ଏହି ୧୧ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ର କରିବା ସହ ଅସ୍ତ୍ରଶସ୍ତ୍ର ଲଗାଇ ୨୦୦ ବିସ୍ଫୋରକ ପ୍ୟାକେଟ ଲୁଟି ନେଇଥିଲେ I ଯେଉଁଥିରେ ଗୋଟିଏ ପ୍ୟାକେଟରେ ୨୦ କେଜି ଲେଖାଏଁ ବିସ୍ଫୋରକ ମହଜୁ ଥିଲା I

ଉଲ୍ଲେଖଯୋଗ୍ୟ ଯେ, ସୁନ୍ଦରଗଡ଼ ITMA ବାରୁଦ ଗୋଦାମରୁ ବାଙ୍କୋ ପଥର ଖଣିକୁ ଯିବା ରାସ୍ତାରେ ଲୁଟ୍ କରିଥିଲେ I ଗତ ମେ' ୨୭ରେ ୧୦ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ମାନେ ଲୁଟ୍ କରିଥିଲେ I ଏହି ଘଟଣାରେ ହଜାରେ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିବା ସହ ଏବେବି NIA ତାର ତଦନ୍ତ ଜାରି ରଖିଛି I

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+