ବାଣ ଦୋକାନରେ ବିସ୍ଫୋରଣ, ୪ ଗୁରୁତର
ବାଣ ଦୋକାନରେ ବିସ୍ଫୋରଣ, ୪ ଗୁରୁତର
କାମାକ୍ଷାନଗର: କାମାକ୍ଷାନଗର ବଡ଼ସୁଆଳ ଗାଁରେ ବାଣ ବିକ୍ରି ବେଳେ ଅଘଟଣ । ବାଣ ବିସ୍ଫୋରଣ ଘଟି ୪ ଗୁରୁତର । ଗୁରୁତରଙ୍କ ମଧ୍ୟରେ ଜଣେ ନାବାଳକ ଓ ଜଣେ ନାବାଳିକା ରହିଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଗୁରୁତର ମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇବାପାଇଁ ଉଦ୍ୟମ ଜାରି ରଖିଛି ।













Click it and Unblock the Notifications