ବାଣ କାରଖାନାରେ ବିସ୍ଫୋରଣ, ୪ ଗୁରୁତର

ଯାଜପୁର ଥାନା ବାସୁଦେବପୁର ପଂଚାୟତ ଜାଲପୁର ଗ୍ରାମରେ ବେଆଇନ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଚାରି ଜଣ ଗୁରୁତର ହୋଇଛନ୍ତି । ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣ ବୟସ୍କ ଥିବା ବେଳେ ଦୁଇଜଣ ନାବାଳକ ଥିବା ସୂଚନା ମିଳିଛି । ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

arrow factory

ପୀତବାସ ପତିଙ୍କ ଘରେ ବେଆଇନ ବାଣଭିଡା ହେବା ନେଇ ଅଭିଯୋଗ ହୋଇଛି । ଗୁରୁତର ବାଦଲ ପାତ୍ର ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ବାଣ ବିସ୍ଫୋରଣ ଶବ୍ଦ ଶୁଣି ନିକଟରେ ଘର ତିଆରି କରୁଥିବା ଦୁଇ ଶ୍ରମିକ ମଧ୍ୟ ଛାତରୁ ପଡି ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+