ସାଲିଆ ସାହିରେ ଅବକାରୀ ବିଭାଗର ରେଡ, ବିପୁଳ ପରିମାଣର ମଦ, ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସମାଗ୍ରୀ ଜବତ
ଭୁବନେଶ୍ବର ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍ । ଚୋରା ଦେଶୀ ମଦ ଭାଟି ଉପରେ ବଡ଼ ଧରଣର ରେଡ୍ କରୁଛି ଅବକାରୀ ବିଭାଗ । ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ ହୋଇଛି । ରେଡରେ ଅବକାରୀ ଥାନା ଅଧିକାରୀ ଓ ସ୍ବତନ୍ତ୍ର ଟିମ୍ ସାମିଲ ଅଛନ୍ତି ।













Click it and Unblock the Notifications