ସବୁକିଛି ଖୋଲା ଖୋଲିରେ ହେବ, କୌଣସି କାର୍ଯ୍ୟ ବିଳମ୍ବ ହେଉ ନାହିଁ, ମନମୋହନ ସାମଲ

ଦିଲ୍ଲୀରୁ ଫେରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦିଲ୍ଲୀରେ ସଂଗଠନକୁ ନେଇ ଆଲୋଚନା ହେଲା ଯାହା ଆଗକୁ ନିଷ୍ପତ୍ତି ହେବ। ଠିକ ସମୟରେ ରାଜ୍ୟ ଟିମ ଗଠନ କରାଯିବ। ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ବ, ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା ହୋଇଛି। ରୁଟିନ ମିଟିଙ୍ଗ ଚାଲିଛି ପୁଣି ଦିଲ୍ଲୀ ଯିବି।

Manmohan Samal
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦିଲ୍ଲୀରେ ସଂଗଠନକୁ ନେଇ ଆଲୋଚନା ହେଲା ଯାହା ଆଗକୁ ନିଷ୍ପତ୍ତି ହେବ। ଠିକ ସମୟରେ ରାଜ୍ୟ ଟିମ ଗଠନ କରାଯିବ। ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ବ, ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା ହୋଇଛି। ରୁଟିନ ମିଟିଙ୍ଗ ଚାଲିଛି ପୁଣି ଦିଲ୍ଲୀ ଯିବି। ଗ୍ରହଣ ସପ୍ତାହ ପରେ ବିଜେପିର ନୂଆ ଟିମ ହୋଇ ପାରେ ଘୋଷଣା ପ୍ରଶ୍ନର ଉତ୍ତର ଦେଇ ମନମୋହନ ସାମଲ କହିଛନ୍ତି ବିଜେପିକୁ ଗ୍ରହଣ ଲାଗିନାହିଁ। ତେଣୁ ଠିକ ସମୟରେ ଟିମ ଗଠନ କରାଯିବ। ରାଜନୀତିରେ କିଛି ବି ଲୁଚାଛପାରେ ହୁଏ ନାହିଁ। ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କି ନୂଆ ଟିମ କିଛି ବି ଲୁଚାଛପାରେ ହେବ ନାହିଁ। ସବୁକିଛି ଖୋଲାଖୋଲିରେ ହେବ।
ଗ୍ରହଣ ସପ୍ତାହ ପରେ ବିଜେପିର ନୂଆ ଟିମ ହୋଇ ପାରେ ଘୋଷଣା ପ୍ରଶ୍ନର ଉତ୍ତର ଦେଇ ମନମୋହନ ସାମଲ କହିଛନ୍ତି ବିଜେପିକୁ ଗ୍ରହଣ ଲାଗିନାହିଁ। ତେଣୁ ଠିକ ସମୟରେ ଟିମ ଗଠନ କରାଯିବ। ରାଜନୀତିରେ କିଛି ବି ଲୁଚାଛପାରେ ହୁଏ ନାହିଁ। ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କି ନୂଆ ଟିମ କିଛି ବି ଲୁଚାଛପାରେ ହେବ ନାହିଁ। ସବୁକିଛି ଖୋଲାଖୋଲିରେ ହେବ। କୌଣସି କାର୍ଯ୍ୟ ବିଳମ୍ବ ହେଉ ନାହିଁ। ବିଳମ୍ବେ କାର୍ଯ୍ୟ ସିଦ୍ଧି। ସମୟ ହେଉଛି ବଳବାନ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+