ଆଜି ବି ଗୃହରେ ବିରୋଧୀଙ୍କ ହୋହାଲ୍ଲା, ସାଢେ଼ ୧୧ଟାଏ ଯାଏଁ ମୂଲତବୀ କଲେ ବାଚସ୍ପତି

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଲ୍ଲାବୋଲ । ବିଜେଡି ସଦସ୍ୟଙ୍କ ପ୍ରତିବାଦ ପରେ ଗୃହ ମୁଲତବୀ । ତେବେ ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ବିଧାୟକମାନେ ପୋଡିୟମ୍ ପାଖକୁ ଆସି ନାରାବାଜି କରିଥିଲେ ।

winter session

ଏଏସଓ ପରୀକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନ ପ୍ରସଙ୍ଗରେ ବିଜେଡି ସଦସ୍ୟ ପ୍ରତିବାଦ କରିଥିଲେ । ଯାହାପରେ ବାଚସ୍ପତି ସୁରମା ପାଢୀ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+