ବର୍ଷା ପାଇଁ ଧାନର FAQ ମାନ କମ୍‌ ଥିଲେ ବି କିଣିବେ ସରକାର: କୃଷ୍ଣଚନ୍ଦ୍ର ପାତ୍ର

ଧାନର FAQ ମାନ କମ୍‌ ଥିଲେ ବି କିଣିବେ ସରକାର । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବର୍ଷା ପାଇଁ କ୍ବାଲିଟି କମ୍‌ ଥିଲେ ବି କମ୍ପରମାଇଜ୍‌ କରାଯିବ। ସମସ୍ତ ଚାଷୀଙ୍କ ଧାନ କିଣାଯିବ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟୋକନ୍‌ ଲାପ୍ସ କଲେ ଚାଷୀଙ୍କୁ ଅଧିକ ୧୫ ଦିନ ମହଲତ । ଓଦା ଧାନ ଶୁଖାଇ ମଣ୍ଡିରେ ବିକ୍ରି ପାଇଁ ଅଧିକ ସମୟ ଦିଆଯିବ । ପାଗ ଖରାପ ଯୋଗୁଁ କିଛି ମଣ୍ଡି ଖୋଲିବା ବିଳମ୍ବ ହେଉଛି ।

Krushna Chandra patra

ଲଘୁଚାପ ପ୍ରଭାବରେ ଲଗାଣବର୍ଷା ଯୋଗୁଁ ଧାନ ବିଲରେ ପାଣିଜମି ଧାନ‌ଗଛ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଧାର, କରଜ କରି ବର୍ଷକର ଆୟକୁ ନଷ୍ଟ ହେବା ଦେଖ୍ ଚାଷୀର ଅଣ୍ଟା ଭାଙ୍ଗିଯାଇଛି। ଋଣ ଶୁଝିବା ସହିତ ପରିବାର କିପରି ଚଳାଇବ ସେହି ଚିନ୍ତା ତାଙ୍କୁ ଘାରିଛି। ଚାଷ ଆରମ୍ଭରୁ କେ ନାଲପାଣି ପାଣି ସମସ୍ୟା, ନିଅଣ୍ଟିଆ ବର୍ଷା, ସାର ଦର, ଅହେତୁକ ମୂଲ୍ୟବୃଦ୍ଧି, ଶେଷରେ ରୋଗପୋକ ସବୁ ଅସୁବିଧାର ସମୁଖୀନ ହୋଇ ଚାଷୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଫସଲ କରିଥିଲା। ଭାବିଥିଲା କ୍ଷେତରୁ ପାଚିଲାଧାନ କାଟି ଆଣି ବର୍ଷକର ଆୟକୁ ଅମଳକରି ଘରେ ସଞ୍ଚିତ କରି ପରିବାରର ଗୁଜୁ ମେଣ୍ଟାଇବ। କିନ୍ତୁ ବର୍ଷା ସବୁ ଫସଲ ଉଜାଡ଼ି ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+