ଆଗାମୀ ଦିନରେ ୬ଟି ନୂଆ ସହରରେ ଗଡ଼ିବ ଇଭି ବସ୍‌

ଆଗାମୀ ଦିନରେ ୬ଟି ନୂଆ ସହରରେ ଇଭି ବସ୍‌ ଗଡ଼ିବ। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଏବେ ରାଜ୍ୟରେ ୬୭୦ଟି ବସ୍‌ ଚାଲିଛି,

odisha assembly

ସେଥିମଧ୍ୟରୁ ୨୨୦ଟି ଇଭି ବସ୍‌ ଚାଲିବ। ଏବେ ୧୧୩ଟି ରୁଟ୍‌ରେ ୧୩୯୯ କିମି ବସ୍‌ ଚାଲୁଛି। ଆଗକୁ ଯେଉଁଠି ଆବଶ୍ୟକତା ଅଛି, ସେହି ସହରରେ ବସ୍‌ ଚାଲିବ। ଅନ୍‌ଲାଇନ୍‌ ଟିକେଟ୍‌ରେ ରିହାତି ପାଇଁ ୩୫% ଟିକେଟ୍‌ ଆଦାୟ ରାଶି ବଢ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+