ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା, ତଳ ମୁହାଁ ପାରଦ
ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । ତଳମୁହାଁ ପାରଦ ଯୋଗୁଁ ସାରା ରାଜ୍ୟ ଜାଡ଼ରେ ଥରୁଛି । ରାତିର ତାପମାତ୍ରା ଅହେତୁକ ହ୍ରାସ ପାଇବା କାରଣରୁ ସନ୍ଧ୍ୟାରୁ ଶୀତ ମାଡ଼ି ଆସୁଛି । କଣ୍ଟାମାଳରେ ହାଡ଼ଭଙ୍ଗା ଶୀତ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଗତ କିଛି ଦିନ ହେବ ଅଞ୍ଚଳରେ ତାପମାତ୍ରା ୮ଡିଗ୍ରୀ ସହ ଘନ କୁହୁଡ଼ି ଲାଗି ରହୁଛି । ସକାଳ ୧୦ଟା ପର୍ଯ୍ୟନ୍ତ ୧୦୦ ମିଟର ରାସ୍ତା ଦେଖାଯାଉନି । ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି ।













Click it and Unblock the Notifications