ଭୀଷଣ ଥଣ୍ଡାରେ ଥରୁଛି ସାରା ଓଡ଼ିଶା, ଆଗକୁ ଆହୁରି ବଢ଼ିବ ଶୀତ

ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି । ଜି. ଉଦୟଗିରିର ରାତି ପାରଦ ସମାନ୍ୟ ବଢ଼ିଛି । ୩ ଡିଗ୍ରିକୁ ଖସିଥିବା ପାରଦ ୫ ଡିଗ୍ରିକୁ ଉଠିଛି । ଏବେ ବି ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି । ଦାରିଙ୍ଗବାଡ଼ି ଓ ଫୁଲବାଣୀର ରାତି ତାପମାତ୍ରା ୬ ଡିଗ୍ରି ରହିଥିବା ବେଳେ କୋରାପୁଟରେ ୬.୮ ଡିଗ୍ରି, ସେମିଳିଗୁଡ଼ାରେ ୭.୪ ଡିଗ୍ରି, ଚିପିଲିମାରେ ୮.୮ ଡିଗ୍ରି, ନବରଙ୍ଗପୁରରେ ୯ ଡିଗ୍ରି । ସେହିପରି ଭବାନୀପାଟଣାରେ ୯.୨ ଡିଗ୍ରି, ଅନୁଗୁଳରେ ୯.୬ ଡିଗ୍ରି ଓ ଝାରସୁଗୁଡ଼ାରେ ୯.୮ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଛି । ପୁରୀକୁ ଛାଡ଼ି ଦେଲେ ଅବଶିଷ୍ଟ ଓଡ଼ିଶାର ତାପମାତ୍ରା ୧୫ ଡିଗ୍ରି ପାଖାପାଖି ରହିଛି । ଦ୍ବୈତନଗରୀର ରାତି ତାପମାତ୍ରା ସମାନ ରହିଛି । ୧୨.୬ ଡିଗ୍ରି ରାତି ତାପମାତ୍ରାରେ ଦ୍ୱୈତନଗରବାସୀ ଅସ୍ତବ୍ୟସ୍ତ ହେଉଛନ୍ତି । ଅନ୍ୟପଟେ ଏହି ଥଣ୍ଡାରୁ ଏବେ ମୁକ୍ତି ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

winter

ସେପଟେ ଯଦି ଭୁବନେଶ୍ୱର କଥା କହିବା ତେବେ ଭୁବନେଶ୍ବରରେ ବି ଶିତ ଜାରି ରହିଛି । ସକାଳୁ ସକାଳୁ କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଥଣ୍ଡା ଗତକାଲି ଅପେକ୍ଷା ସାମାନ୍ୟ କମ୍ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+