ପଢ଼ିଲେ ଇଂଲିଶ କୋର୍‌, ପ୍ରଶ୍ନ ଆସିଲା ଇଂଲିଶ ଇଲେକ୍ଟିଭ୍‌; ପରୀକ୍ଷାର୍ଥୀଙ୍କ କ୍ୟାରିୟର ସହ ଖେଳ

ଇଂଲିଶ କୋର ପରୀକ୍ଷାରେ ମିଳିଲା ଇଂଲିଶ ଇଲେକ୍ଟିଭ୍ ପ୍ରଶ୍ନପତ୍ର । ୩୨ ପରୀକ୍ଷାର୍ଥୀଙ୍କ କ୍ୟାରିୟର ସହ ଖେଳିଛନ୍ତି କର୍ତ୍ତୃପକ୍ଷ । ମୟୁରଭଞ୍ଜ ବଡ଼ସାହି ଆଦର୍ଶ ବିଦ୍ୟାଳୟ କର୍ତ୍ତୃପକ୍ଷକୁ ଏ ନେଇ ଦିଆଗଲା ଦୋଷ । କର୍ତ୍ତୃପକ୍ଷ ପିଲାଙ୍କ କ୍ୟାରିୟର ସହ ଖେଳିଥିବା କହିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ।

examinee

ଦ୍ୱାଦଶ ଶ୍ରେଣୀ ସିବିଏସଇ ପରୀକ୍ଷାରେ ଏପରି ବଡ଼ ତ୍ରୁଟି ହୋଇଥିବା ସୂଚନା । ୨ ବର୍ଷ କାଳ କୋର୍ ପଢ଼ାଇଲେ କିନ୍ତୁ ରେଜିଷ୍ଟ୍ରେସନ କଲେ ଇଲେକ୍ଟିଭ୍ । ତ୍ରୁଟି ସଂଶୋଧନ ବ୍ୟବସ୍ଥା ଥାଇ ମଧ୍ୟ ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ । କାନ୍ଦି କାନ୍ଦି ପରୀକ୍ଷା ହଲରୁ ବାହାରିଲେ ୩୨ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀ । ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ମଧ୍ୟ ବଡ଼ସାହି ଓଏଭିକୁ ଦାୟୀ କଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+