କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରାଙ୍କ ନିର୍ବନ୍ଧ ସମ୍ପର୍ଣ୍ଣ
ବିବାହା ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତୀ ବେହେରା । ଆଜି ଅସ୍ତରଙ୍ଗ ଦେଉଳୀ ମଠରେ ମନ୍ତ୍ରୀଙ୍କ ତୁଷାରକାନ୍ତୀଙ୍କ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଛି ।
ଭୁବନେଶ୍ବର: ଚଳିତ ବର୍ଷ ଶେଷ ଆଡକୁ ଓଡିଶା କ୍ରୀଡା ଜଗତରୁ ଆସୁଛି ଗୋଟିଏ ପରେ ଗୋଟିଏ ଖୁସି ଖବର । ବିବାହା ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତୀ ବେହେରା । ଆଜି ଅସ୍ତରଙ୍ଗ ଦେଉଳୀ ମଠରେ ମନ୍ତ୍ରୀଙ୍କ ତୁଷାରକାନ୍ତୀଙ୍କ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଛି ।

ତେବେ ନିର୍ବନ୍ଧ ହେବା ନେଇ ନିକଟତମ ସୂତ୍ରରୁ ପ୍ରକାଶ । ଏନେଇ ମନ୍ତ୍ରୀ ତୁଷାରକାନ୍ତିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।












Click it and Unblock the Notifications