ରାଜଧାନୀରେ ଏନକାଉଣ୍ଟର: ନିଶା ମାଫିଆକୁ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ
ଭୁବନେଶ୍ୱରରେ ବ୍ରାଉନସୁଗାର ବେପାରୀକୁ ଶେଖ୍ ଜାମସେଦକୁ ଏନକାଣ୍ଟର । ଗୁରୁତର ଅବସ୍ଥାରେ ଏମ୍ସରେ ଅପରାଧୀକୁ ଏମ୍ସରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଶେଖ୍ ଜାମସେଦର ଗୋଡ଼ରେ ଗୁଳି ବାଜିଛି । ଖଣ୍ତଗିରି ଅଞ୍ଚଳରେ ସ୍ୱତନ୍ତ୍ର କ୍ରାଇମ୍ ୟୁନିଟ୍ ଅଫିସର ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଛନ୍ତି । ଶେଖ ଜାମସେଦ ନିକଟରୁ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗର ସହ ଗୋଟିଏ ମାଉଜର ଜବତ କରାଯାଇଥିବା ନେଇ ସୂଚନା ରହିଛି ।













Click it and Unblock the Notifications