ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର, ଟଳିଲେ ୨ ମାଓବାଦୀ
କନ୍ଧମାଳ ଜିଲା କୋଟଗଡ ଥାନା ଜଙ୍ଗଲାଞ୍ଚଳରେ ବୁଧବାର ରାତିରେ ପୁଲିସ ସହ ଗୁଳି ବିନିମୟରେ ୨ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କଠାରୁ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। କୋଟଗଡ ଥାନା ଅନ୍ତର୍ଗତ ଜଙ୍ଗଲାକୁ ଜିଲା ପୁଲିସର ସଶସ୍ତ୍ର ବାହିନୀ ଅଭିଯାନରେ ଯାଇଥିବା ବେଳେ ବୁଧବାର ରାତି ପ୍ରାୟ ୯ଟା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ।













Click it and Unblock the Notifications