କମିବ ରାଜଧାନୀରେ ଭିଡ଼, ଜୟଦେବ ବିହାରରୁ ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ୍ କରିଡର୍

Odisha News: ରାଜଧାନୀରେ କମି ଭିଡ଼ । ଯେଉଁଥି ପାଇଁ ୭ ହଜାର କୋଟିର ଯୋଜନା ପ୍ରସ୍ତୁତ କରାଯାଇଛି । ଜୟଦେବ ବିହାର-ନନ୍ଦନକାନନ ଯାଏଁ ଏଲିଭେଟେଡ କରିଡର କରାଯିବ । ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତିକରଣ କରାଯିବ । ସେହିପରି କଳ୍ପନା ମ୍ୟୁଜିୟମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏଓଭର ବ୍ରିଜ ନିର୍ମାଣ କରାଯିବ ।

ODISHA

ସେହିପରି ଭିଡ଼ ନିୟନ୍ତ୍ରଣ ପାଇଁ ରାଜଧାନୀରେ ୬୪ କିମି ବିଶିଷ୍ଟ ଏକ ଇନର ରିଂରୋଡ ନିର୍ମାଣ କରାଯିବ। ସୂଚନା ଅନୁସାରେ, ତମାଣ୍ଡୋରୁ ପାଇକରାପୁର ଏବଂ ଧଉଳିରୁ ତମାଣ୍ଡୋ ୬ ଲେନ ରାସ୍ତା ହେବା ସହ ଭୁବନେଶ୍ୱର ସମ୍ପ୍ରସାରଣ ପାଇଁ ଆଉଟଡୋର ରିଂରୋଡ ଯୋଜନା କରାଯାଇଛି । ୧୪୮ କିଲୋମିଟର ରିଂରୋଡ ୬ ଲେନ ହେବା ସହ ୨ଟି ସର୍ଭିସ ରୋଡ ରହିବ ବୋଲି ଯୋଜନା ପ୍ରସ୍ତୁତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+