କଟକ OMP ଠାରୁ କନ୍ଦରପୁର ପର୍ଯ୍ୟନ୍ତ ହେବ ଏଲିଭେଟେଡ୍ କରିଡର୍; ଖୁବଶୀଘ୍ର ମଞ୍ଜୁରୀ ମିଳିବ କହିଲେ କଟକ ସାଂସଦ

କଟକ OMP ଠାରୁ କନ୍ଦରପୁର ପର୍ଯ୍ୟନ୍ତ ହେବ ଏଲିଭେଟେଡ୍ କରିଡର୍ । ସୂଚନା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା ହୋଇଛି । ଖୁବଶୀଘ୍ର ମଞ୍ଜୁରୀ ମିଳିବ କହିଲେ କଟକ ସାଂସଦ। 'ଡିପିଆର୍‌ ପ୍ରସ୍ତୁତ ସରିଛି, ଆସନ୍ତା ୩ ମାସରେ କାମ ଆରମ୍ଭ ହେବ' । ଏଥିପାଇଁ ୬୪୦ କୋଟି ଟଙ୍କା ଖର୍ଚ୍ଚ ହେବ କହିଲ କଟକ ସାଂସଦ ଭିଡ଼କୁ ଦୃଷ୍ଟିରେ ରଖି ଏଲିଭେଟେଡ୍ କରିଡର ପାଇଁ ନିଷ୍ପତ୍ତି ହୋଇଛି ।

Elevated corridor from Cuttack OMP to Kanderpur
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+