ରାଜଧାନୀରେ ବୁଲୁଛି ହାତୀ, ସତର୍କ ରହିବା ପାଇଁ ଲୋକଙ୍କୁ ପରାମର୍ଶ
Odisha News: କାଜୁ ବଗିଚାରେ ଫସିଛି ଦନ୍ତା ହାତୀ । ଭୁବନେଶ୍ୱର ଏମ୍ସ ନିକଟ କାଜୁ ବଗିଚାରେ ହାତୀ ଫସି ରହିଥିବା ନେଇ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ କରୁଛି । ସେହିପରି ହାତୀଠୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସତର୍କ କରାଇଛି ବନ ବିଭାଗ ।













Click it and Unblock the Notifications