ପୁରୀରେ ଆତଙ୍କ ସୃଷ୍ଟି କଲା ଦନ୍ତା ହାତୀ, କରାଗଲା ଟ୍ରାଙ୍କୁଲାଇଜ

ପୁରୀରେ ଆତଙ୍କ ସୃଷ୍ଟି କଲା ଦନ୍ତା ହାତୀ, କରାଗଲା ଟ୍ରାଙ୍କୁଲାଇଜ

ପୁରୀ: ପୁରୀରେ ଜନବସତି ମୁହାଁ ଦନ୍ତା ହାତୀ । ଆତଙ୍କିତ ସ୍ଥାନୀୟ ଲୋକ । ହାତୀକୁ ଟ୍ରାଙ୍କୁଲାଇଜ କରି କାବୁ କଲା ବନବିଭାଗ । ପ୍ରକୃତି ନିବାସ ନିକଟ ସମୁଦ୍ର ପାଖରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇଛି । ଚନ୍ଦକାରୁ ହାତୀଟି ସହର ଭିତରକୁ ପସିଆସିଥିଲା । ତେବେ ହାତୀଟି କେଉଁ ଜଙ୍ଗଲରେ ଛଡା ଯିବ ତାର କୌଣସି ସୂଚନା ଦିଆଯାଇ ନାହିଁ ।

Elephant
ସୂଚନା ଅନୁସାରେ, କିଛି ଦିନ ହେବ ହାତୀଟି ଚନ୍ଦନପୁର, ପ୍ରତାପପୁରୁଷୋତ୍ତମପୁର, ପାଙ୍କଳ, କୃଷ୍ଣଜନପୁର, ଅଞ୍ଚଳରେ ଦେଖିବା ପାଇଁ ମିଳିଥିଲା । ଖାଦ୍ୟ ସନ୍ଧାନରେ ଜନ ବସତି ମଧ୍ୟକୁ ହାତୀଟି ଚାଲି ଆସିଥିଲା ବୋଲି ସନ୍ଦେହ କରାଯାଉଛି । ସେପଟେ ଦନ୍ତା ହାତୀକୁ ଦେଖି ଭୟବିତ ହୋଇ ପଡିଥିଲେ ସ୍ଥାନୀୟ ଲୋକ । ଖବର ପାଇ ବନ ବିଭାଗର ଏକ ୫ ଜଣିଆ ଟିମ୍ ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଆସି ପହଁଚିଥିଲା । ଅନେକ ଚେଷ୍ଟା ପରେ ହାତୀକୁ କାବୁ କରିବାରେ ସଫଳ ହୋଇଥିଲା ବନ ବିଭାଗ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+