ଶିମିଳିପାଳରେ ମାଇ ହାତୀ ମୃତ; କାରଣ ଅସ୍ପଷ୍ଟ, ତଦନ୍ତ ଆରମ୍ଭ କଲା ବନ ବିଭାଗ

ଶିମିଳିପାଳରେ ପୁଣି ମାଇ ହାତୀର ମୃତଦେହ ଠାବ । ବାଙ୍ଗିରିପୋଷି ରେଞ୍ଜ ଅଧୀନ ବାଲିଆଢିପା ନିକଟରେ ହାତୀର ମୃତଦେହ ଠାବ ହୋଇଛି । ତେବେ ମୃତ୍ୟୁର କାରଣ କଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି । ତେବେ ହାତୀର ମୃତ୍ୟୁ କେବେ ହେଇଛି,ତାହାକୁ ନେଇ କୋଣସି ସୁଚନା ମିଳିପାରିନି ।

elephant died

ସୂଚନା ଥାଉକି, ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । ଏହି ପରିପ୍ରେକ୍ଷୀରେ ଶିମିଳିପାଳରେ ପୁଣି ମାଇ ହାତୀର ମୃତଦେହ ଠାବ ହୋଇଛି । ତେବେ ହାତୀ ମୃତ୍ୟୁର କାରଣ କଣ ତାହା ଜଣାପଡିନି । ବନବିଭାଗର ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+