ଆଜି ଅପରାହ୍ଣ ୩ଟାରେ ନିର୍ବାଚନ କମିଶନଙ୍କ ସାମ୍ୱାଦିକ ସମ୍ମିଳନୀ

ଆଜି ଅପରାହ୍ଣ ୩ଟାରେ ନିର୍ବାଚନ କମିଶନଙ୍କ ସାମ୍ୱାଦିକ ସମ୍ମିଳନୀ । ନୂଆଦିଲ୍ଲୀର ରାଷ୍ଟ୍ରୀୟ ମିଡ଼ିଆ କେନ୍ଦ୍ରରେ ପ୍ରେସ୍‌ମିଟ୍ ଆୟୋଜନ ।

ଗୁରୁତ୍ୱପୂର୍ଣ୍ଣ ଘୋଷଣା ସହ ନିର୍ବାଚନ ଅପଡେଟ୍‌ ସେୟାର୍ କରିପାରନ୍ତି । ଆଗାମୀ ନିର୍ବାଚନ ଓ ଭୋଟର ତାଲିକା ସଂଶୋଧନ ନେଇ ଦେଇପାରନ୍ତି ସୂଚନା । ବିରୋଧୀଙ୍କ 'ଭୋଟ ଚୋରି ' ଅଭିଯୋଗର ବି ଦେଇପାରନ୍ତି ଜବାବ।

Election Commission press conference today at 3 pm
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+