ପୁଣି ମାଡିଗଲା ଆମ ବସ୍, ଖଣ୍ଡଗିରି ଛକରେ ବୃଦ୍ଧଙ୍କୁ ଘୋଷାଡ଼ି ନେଲା ବସ୍,ବୃଦ୍ଧ ମୃତ
ପୁଣି ଆମ ବସ୍ ନେଲା ଜୀବନ। ଆମ ବସ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ। ବୃଦ୍ଧଙ୍କ ଉପରେ ମାଡ଼ିଗଲା ଆମ ବସ୍। ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ଖଣ୍ଡଗିରି ଛକରେ ଆମ ବସ୍ ମାଡିଯିବାରୁ ଜଣେ ମୃତ।

ବାରମ୍ୱାର ଜୀବନ ନେଉଛି ଆମ ବସ୍। ଭୁବନେଶ୍ୱରରେ ପୁଣି ମାଡିଗଲା ଆମ ବସ୍। ଖଣ୍ଡଗିରି ଛକରେ ବୃଦ୍ଧଙ୍କୁ ଘୋଷାଡ଼ି ନେଲା ଆମ ବସ୍। ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା। ଦୁର୍ଘଟଣା ପରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ।












Click it and Unblock the Notifications