Odisha News: nbsp;କିମ୍ସ, ହେଇଟେକ୍, ସମ୍ ହସ୍ପିଟାଲରେ ED ରେଡ୍ । ରାଉରକେଲା ସମେତ ଭୁବନେଶ୍ୱର ହାଇଟେକରେ ଯାଞ୍ଚ ଚାଲିଛି । NRI କୋଟାରେ ଆଡମିଶନ୍ ନେଇ ଯାଞ୍ଚ ଚାଲିଥିବା ନେଇ ସୂଚନା ରହିଛି । କୋଲକତା EDର ୫ ଜଣିଆ ଟିମ୍ ସାମିଲ ଥିବା ନେଇ ସୂଚନା ।