ଆଜି ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀ
ଭୁବନେଶ୍ୱର: ଆଜି ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନି । ଯୋଗ ଦେବେ ୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ଓ ଅଧିକାରୀ। ସମ୍ମିଳନୀକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । କେନ୍ଦ୍ର ମନ୍ତ୍ରୀ ରାମେମୋହନ ନାଇଡୁ କିଞ୍ଜାରପୁ ଯୋଗ ଦେବେ । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମାହୋଲ ଯୋଗଦେବା କାର୍ଯ୍ୟକ୍ରମ ।













Click it and Unblock the Notifications