ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସମ୍ମିଳନୀ ଉଦ୍‌ଘାଟିତ୍

ଭୁବନେଶ୍ବରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ବିଳନୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଯୋଗ ଦେଇଛନ୍ତି। ଏଥିରେ ଆଞ୍ଚଳିକ ବିମାନ ସେବା ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବ। ସମ୍ମିଳନୀରେ ପୂର୍ବ ଭାରତର ରାଜ୍ୟଗୁଡ଼ିକ ଭିତରେ ଆଞ୍ଚଳିକ ବିମାନ ସଂଯୋଗକୁ ସୁଦୃଢ଼ ଉପରେ ଗୁରୁତ୍ବ ଦିଆଯିବ।

Eastern Civil Aviation

ଏହି ସମ୍ବିଳନୀରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଓ ଆଣ୍ଡାମାନ ନିକୋବର ଭିତରେ ବିମାନ ଚଳାଚଳ ଓ ବିମାନବନ୍ଦର ଭିତ୍ତିଭୂମିଳୁ ସଶକ୍ତ କରାଯିବା ପାଇଁ ମାନସ ମନ୍ଥନ କରାଯିବ। ଦିନିକିଆ ସମ୍ମିଳନୀରେ ପୂର୍ବ ଭାରତର ଏୟାରପୋର୍ଟ ଓ ହେଲିପୋର୍ଟ ଉନ୍ନତି ମଡେଲ୍‌ କୁ ନେଇ ବିଚାର ବିମର୍ଶ ଚାଲିବ। ଆଗାମୀ ଦିନରେ ପୂର୍ବ ଭାରତର ସବୁ ବିମାନବନ୍ଦରରେ ଜରୁରୀକାଳୀନ ହେଲିକପ୍ଟର ମେଡିକାଲ ସେବା (ଏଚ୍ ଇଏମ୍ ଏସ୍) ଉପଲବ୍ଧ କରାଇବା ଯୋଜନା ରହିଛି। ଏହି ସେବାର ଭିତ୍ତିଭୂମିକୁ ନେଇ ଆଲୋଚନା କରା‌ଯିବ। ବିଭିନ୍ନ ଶିଳ୍ପ ସଂସ୍ଥାର ସହ‌ଯୋଗରେ ବିମାନ ଚଳାଚଳରେ ନିବେଶ ବୃଦ୍ଧି, ପିପିପି ମୋଡରେ ବେସାମରିକ ବିମାନ ଭିତ୍ତିଭୂମିର ଆଧୁନିକରଣ ପାଇଁ ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।
ଏହି ସମ୍ବିଳନୀରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଓ ଆଣ୍ଡାମାନ ନିକୋବର ଭିତରେ ବିମାନ ଚଳାଚଳ ଓ ବିମାନବନ୍ଦର ଭିତ୍ତିଭୂମିଳୁ ସଶକ୍ତ କରାଯିବା ପାଇଁ ମାନସ ମନ୍ଥନ କରାଯିବ। ଦିନିକିଆ ସମ୍ମିଳନୀରେ ପୂର୍ବ ଭାରତର ଏୟାରପୋର୍ଟ ଓ ହେଲିପୋର୍ଟ ଉନ୍ନତି ମଡେଲ୍‌ କୁ ନେଇ ବିଚାର ବିମର୍ଶ ଚାଲିବ। ଆଗାମୀ ଦିନରେ ପୂର୍ବ ଭାରତର ସବୁ ବିମାନବନ୍ଦରରେ ଜରୁରୀକାଳୀନ ହେଲିକପ୍ଟର ମେଡିକାଲ ସେବା (ଏଚ୍ ଇଏମ୍ ଏସ୍) ଉପଲବ୍ଧ କରାଇବା ଯୋଜନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+