Get Updates
Get notified of breaking news, exclusive insights, and must-see stories!

ରଥଯାତ୍ରାରେ ଶ୍ରଦ୍ଧାଳଙ୍କ ଯାତ୍ରାକୁ ସହଜ କରିବା ପାଇଁ ଭାରତୀୟ ରେଳର ବଡ଼ ପଦକ୍ଷେପ, ଲଞ୍ଚ ହେଲା.....

ରେଳବାଇ ପକ୍ଷରୁ ଆଜି ଲଞ୍ଚ ହେଲା ଇକୋର୍ ଯାତ୍ରା ଆପ୍ । ରଥଯାତ୍ରାକୁ ଦୃଷ୍ଟିରେ ରଖି ଏହି ଆପ୍ ଲଞ୍ଚ କରାଯାଇଛି । ରଥଯାତ୍ରାରେ ଆସିବାକୁ ଥିବା ଭକ୍ତଙ୍କୁ ଟ୍ରେନର ସଠିକ୍ ଟାଇମିଂ ଦର୍ଶାଇବା ପାଇଁ ଏହି ଆପ୍ ସାହାଯ୍ୟ କରିବ । ବର୍ତ୍ତମାନ ଏହି ଆପ୍ ଗୁଗଲ ପ୍ଲେ' ଷ୍ଟୋରରେ ଉପଲବ୍ଧ ଅଛି ।

ଟ୍ରେନରେ ଟିକଟ ବୁକିଂ, ଯାତ୍ରାର ମ୍ୟାପ୍ ଏବଂ ଟ୍ରେନ୍ ସିଡ୍ୟୁଲ ନେଇ ସମସ୍ତ ତଥ୍ୟ ଯାତ୍ରୀମାନେ ଏ ଆପରୁ ପାଇପାରିବେ । ଏକାଧିକ ଭାଷାରେ ଏହି ଆପକୁ ବ୍ୟବହାର କରିବାର ଅପସନ ରହିଛି । ଦେଶର ଯେକୌଣସି ସ୍ଥାନରେ ରହି ଏହି ଆପ୍ ବ୍ୟବହାର କରାଯାଇ ପାରିବ ।

East Coast Railways

ବିଶେଷ କରି ରଥ ଯାତ୍ରା ସମୟରେ ପୁରୀ ଯାଉଥିବା ସ୍ପେସାଲ ଟ୍ରେନ୍ ଗୁଡ଼ିକର ସମୟ ମଧ୍ୟ ଏହି ଆପରୁ ଜଣାପଡ଼ିବ । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଆପ୍ ଲଞ୍ଚ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+