୪ ଦିନରେ ସରିବ e-KYC ଯାଞ୍ଚ,

Odisha News: ଆଉ ୪ ଦିନ ମଧ୍ୟରେ ସରିବ e-KYC ଯାଞ୍ଚ । ଏପର୍ଯ୍ୟନ୍ତ ୪୦ ଲକ୍ଷରୁ ଅଧିକ ଲୋକେ କେୱାଇସି ଅପଡେଟ କରିନାହାନ୍ତି । ତେବେ ଯଦି କେହି ଇ-କେୱାଇସି ସମୟ ସିମା ମଧ୍ୟରେ ଅପଡେଟ୍ କରି ନାହାଁନ୍ତି ତେବେ ସେମାନେ ଉପଯୁକ୍ତ କାରଣ ଦର୍ଶାଇବା ସହ ଲିଖିତ ଆକାରରେ ପରବର୍ତ୍ତୀ ସମୟରେ ନିଜ e-KYC ଅପଡେଟ୍ କରିପାରିବେ । ପରବ ସମୟରେ ଇ-କେୱାଇସି ପାଇଁ ସରକାର ବିଚାର କରିବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

e-KYC verification

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୮୮ ପ୍ରତିଶତ ଲୋକେ e-KYC କରିସାରିଲେଣି ଏବଂ ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ଜଣ ହିତାଧିକାରୀ e-KYC କରି ନାହାଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+