ଦୁର୍ଗାପୁର ମେଡିକାଲ୍ ଗଣଦୁଷ୍କର୍ମ ଘଟଣା, ପୀଡ଼ିତାଙ୍କ ପରିବାର ସହ କଥା ହେଲେ ଜିଲ୍ଲାପାଳ

ଦୁର୍ଗାପୁର ମେଡିକାଲ୍ କଲେଜରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ପୀଡ଼ିତାଙ୍କ ପରିବାର ସହ ବାଲେଶ୍ୱର ଜିଲ୍ଲା ପ୍ରଶାସନର ଆଲୋଚନା । ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସୂଚନା । ପୋଲିସ ଓ ସମାଜ ମଙ୍ଗଳ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଦୁର୍ଗାପୁର ପ୍ରଶାସନ ଓ ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗରେ ପ୍ରଶାସନ ।

District Collector
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+