ରାଜ୍ୟରେ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କ ମରୁଡ଼ି; ଜାଣନ୍ତୁ ମୋଟ ଅଛନ୍ତି କେତେ,ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୬୬ ଆଇଏଏସ ଏବଂ ୬୯ ଆଇପିଏସ ପଦବୀ ଖାଲିପଡ଼ିଛି ବୋଲି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ରାଜ୍ୟରେ ମୋଟ ୨୪୮ ଆଇଏଏସଙ୍କ ମଧ୍ୟରୁ ୧୮୨ଜଣ କାର୍ଯ୍ୟରତ ଅଛନ୍ତି ଏବଂ୨୨ ଆଇଏଏସ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ସେହିପରି ୧୯୫ ଆଇପିଏସ ପଦବୀ ମଧ୍ୟରୁ ୬୯ ପଦବୀ ଖାଲି ପଡ଼ିଛି। ୧୦ ଆଇପିଏସ ଅଧିକାରୀ ୫ବର୍ଷରୁ ଊର୍ଦ୍ଧ୍ବ୍ୱର୍ ହେବ ଡେପୁଟେସନରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

mohan majhi
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+