ସାଂସଦ ସୁରେଶ ପୂଜାରୀଙ୍କ ଘର ପରିସରରେ ଖସି ପଡ଼ିଲା ଡ୍ରୋନ୍‌; ପୋଲିସର ଛାନଭିନ୍

ସାଂସଦ ସୁରେଶ ପୂଜାରୀଙ୍କ ଘର ପରିସରରେ ଖସି ପଡ଼ିଲା ଡ୍ରୋନ୍‌ । ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ପଡ଼ିଲା । ସନ୍ଦିଗ୍ଧ ଡ୍ରୋନ୍ କାହାର ଜଣାପଡ଼ିନି । ବେଲପାହାଡ଼ ପୋଲିସର ଛାନଭିନ୍ ।

Suresh Pujari

ଡ୍ରୋନ୍‌କୁ ନେଇ ସନ୍ଦେହ ପ୍ରକାଶ କଲେ ସାଂସଦ ସୁରେଶ ପୂଜାରୀ । କିଏ, କେଉଁ ଉଦ୍ଦେଶ୍ୟ ନେଇ ଏହାକୁ ଅପରେଟ କରୁଥିଲା, ସନ୍ଦେହ କଲେ । ଏ ସଂପର୍କରେ ଏସ୍‌ପିଙ୍କୁ ଜଣାଇବା ପରେ ପୋଲିସ ପହଞ୍ଚିଥିବା କହିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+