ରାଜ୍ୟରେ ୭୭.୧୦% ଲୋକଙ୍କ ଘରେ ପହଞ୍ଚିଲାଣି ପିଇବା ପାଣି, ବିଧାନସଭାରେ ତଥ୍ଯ ରଖିଲେ ମନ୍ତ୍ରୀ ରବି ନାଏକ

ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ବିଧାନସଭା ଗୃହରେ ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟରେ ୭୭.୧୦% ଲୋକଙ୍କ ଘରେ ପିଇବା ପାଣି ପହଞ୍ଚିଲାଣି ।

Ravi Naik

୮୮.୬୬ ଲକ୍ଷ ପରିବାରରୁ ୬୮.୩୬ ଲକ୍ଷ ଘରେ ପାଣି ପହଞ୍ଚିଛି । ୧୫ ହଜାର ୪୨୦ ଗାଁକୁ ସିଙ୍ଗିଲ ମଲ୍ଟି ପ୍ରୋଜେକ୍ଟ ଜରିଆରେ ପାଣି ଦିଆଯାଉଛି । ପରିବାର ସହ ପ୍ରତିଷ୍ଠାନଗୁଡିକୁ ମଧ୍ୟ ପାନୀୟ ଜଳ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରି ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସମସ୍ତ ଏଜେନ୍ସିକୁ କାମ ସାରିବା ପାଇଁ ନିର୍ଦ୍ଦିଷ୍ଟ 'ଡେଡ୍ ଲାଇନ' ବା ସମୟସୀମା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+