ଭିସୁଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ଡ୍ରେସ୍ କୋଡ୍; ଛାତ୍ରୀମାନଙ୍କୁ ଦୁପଟା ପରିଧାନ ପାଇଁ ବାରଣ
ଭିସୁଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ଡ୍ରେସ୍ କୋଡ୍ । ୨୦୨୫-୨୬ ଶିକ୍ଷାବର୍ଷରେ ଆଡମିଶନ କରିଥିବା ପ୍ରଥମ ବର୍ଷ ପିଲାଙ୍କ ପାଇଁ ଡ୍ରେସ୍ କୋଡ୍ । ଛାତ୍ରମାନେ ଫର୍ମାଲ୍ ପାଣ୍ଟ୍-ସାର୍ଟ ଓ ଛାତ୍ରୀମାନେ ସାଲୱାର କମିଜ୍ ପିନ୍ଧିବେ । ସୁରକ୍ଷା କାରଣରୁ ଛାତ୍ରୀମାନଙ୍କୁ ଦୁପଟା ପରିଧାନ ପାଇଁ ବାରଣ ।













Click it and Unblock the Notifications