୧୨ ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିସ ଜାରି, ଏହି ଜିଲ୍ଲାର ସହର ହେବ ବିଜ୍ଞାପିତ ଅଞ୍ଚଳ ପରିଷଦ
୧୨ ନୂଆ ଏନଏସି ପାଇଁ ପ୍ରକାଶ ପାଇଲା ଡ୍ରାଫ୍ଟ ନୋଟିସ। ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା।
୧) ଅନୁଗୁଳଜିଲ୍ଲା ପାଳଲହଡ଼ା
୨) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର
୩) ବାଲେଶ୍ୱର ଜିଲ୍ଲା ବସ୍ତା,ସିମୁଳିଆ

୫) ରାୟଗଡ଼ା ଜିଲ୍ଲା ବିଶମକଟକ
୬) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଓ ବାମରା
୭) ଭଦ୍ରକ ଜିଲ୍ଲା ତିହିଡ଼ି ଓ ଧୁଷୁରୀ












Click it and Unblock the Notifications