ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ଶାରଳା ପୁରସ୍କାର’ ପାଇବେ ଡଃ ସରୋଜିନୀ ସାହୁ
ସରୋଜିନୀ ସାହୁଙ୍କୁ ମିଳିବ ସରଳ ପୁରସ୍କାର ।ଉପନ୍ୟାସ 'ଅସ୍ଥିର ପାଦ' ପାଇଁ ଚଳିତ ବର୍ଷର 'ଶାରଳା ପୁରସ୍କାର' ପାଇବେ ବିଶିଷ୍ଟ ଲେଖିକା ଡଃ ସରୋଜିନୀ ସାହୁ ।

ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ମର୍ଯ୍ୟାଦାଜନକ ପୁରସ୍କାରରେ ଲେଖିକାଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।












Click it and Unblock the Notifications